ଭୁବନେଶ୍ୱର: ଛୁଟିରେ ଗଲେ ଆଇଏଏସ ଅରବିନ୍ଦ ଅଗ୍ରୱାଲ । ୧୧ ଦିନ ପାଇଁ ଛୁଟିରେ ଗଲେ ଅରବିନ୍ଦ ଅଗ୍ରୱାଲ । ଅରବିନ୍ଦଙ୍କ ସ୍ଥାନରେ ଦାୟିତ୍ୱରେ ରହିବେ ଗିରିଶ . ଏସ ଏନ । ଉଚ୍ଚଶିକ୍ଷା ବିଭାଗ ସଚିବ ଦାୟିତ୍ୱରେ ଥିଲେ ଅରବିନ୍ଦ ଅଗ୍ରୱାଲ ।