ଯୋଡା: ମେଡିକାଲରୁ ରୋଗୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଘରୋଇ ହସ୍ପିଟାଲ ଭିତରୁ ମୃତଦେହ ଉଦ୍ଧାର ହୋଇଛି । କାଲି ଅସୁସ୍ଥ ଥିବାରୁ ମେଡିକାଲ ଆସିଥିଲେ । ମୃତ ମହିଳା ୭ ନଂ ୱାର୍ଡର । ରୋଗୀଙ୍କ ମୃତ୍ୟୁ ଖବର ଖବର ଶୁଣି ମେଡିକାଲ ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ପରିବାର ଲୋକଙ୍କ ମନରେ ଶୋକର ଚାୟା ଖେଳିଯାଇଛି । ରୋଗୀଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଛି । କେହି ରୋଗୀଙ୍କୁ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ଯୋଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।










