19.1 C
Bhubaneswar
Monday, December 8, 2025
Homeଓଡିଶାଆତ୍ମାହୁତି ଧମକ ପରେ ୨ ଗିରଫ

ଆତ୍ମାହୁତି ଧମକ ପରେ ୨ ଗିରଫ

ଆଠଗଡ଼: ଖୁଣ୍ଟୁଣୀ ଥାନା ଦ୍ବାରବତୀପୁର ଗାଁରେ କାହ୍ନା ରାଉତ ମୃତ୍ୟୁ ଘଟଣା । ୨ ଜଣ ଗିରଫ ହୋଇଥିବା ସୂଚନା ଦେଲେ ଚୌଦ୍ୱାର ଏସଡିପିଓ । ପ୍ରେସ୍‌ମିଟ କରି ଗିରଫ ଦାବି କରିଥିଲେ ମୃତକଙ୍କ ପତ୍ନୀ ମମତା ବେହେରା । ନ୍ୟାୟ ନ ମିଳିଲେ ପେଟ୍ରୋଲ ଢାଳି ଆତ୍ମାହୁତି ଧମକ ଦେଇଥିଲେ । ଜୁଲାଇ ୯ରେ ମାଡ଼ ମାରି ଗାଡ଼ି ଉପରକୁ ଠେଲି ଦେବା ଅଭିଯୋଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking