19.1 C
Bhubaneswar
Monday, December 8, 2025
Homeଓଡିଶାୱାକଫ ବିଲ ପ୍ରସଙ୍ଗ: ବିଜେଡିର ବୟାନ

ୱାକଫ ବିଲ ପ୍ରସଙ୍ଗ: ବିଜେଡିର ବୟାନ

ଭୁବନେଶ୍ୱର: ୱାକଫ ବିଲ ପ୍ରସଙ୍ଗରେ  ସାଂସଦ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ୱାକଫ  ପରେ ସାଂସଦ ସସ୍ମିତା ପାତ୍ର ଟ୍ୱିଟ କରିଥିଲେ । କେଉଁଠୁ ନିର୍ଦ୍ଦେଶ ପାଇଥିବେ  ବୋଲି ଟ୍ୱିଟ କରିଥିବେ ।ସସ୍ମିତଙ୍କ ଟ୍ୱିଟକୁ ନେଇ ସମସ୍ତେ ଆଶ୍ଚଯ୍ୟ ହୋଇଥିଲେ ।  ଆମର ନିଷ୍ପତ୍ତି ହୋଇଥିଲା ଆମେ ବିରୋଧ କରିବୁ ।  ଏହି ଘଟଣାକୁ ନେଇ ବହୁ ବିବାଦ ହୋଇଥିଲା ।  କିନ୍ତୁ ତାଙ୍କର ବୟାନ ପରେ ଆମେ ଦ୍ୱନ୍ଦ୍ୱରେ ଥିଲୁ ।  ଏବେ ଦଳ ଯାହା ନିଷ୍ପତ୍ତି ନେବ ତାହା  ମାନିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking