17.1 C
Bhubaneswar
Sunday, December 7, 2025
Homeଓଡିଶାଆଉ ନିର୍ବାଚନ ଲଢିବିନି: ଜୁଏଲ

ଆଉ ନିର୍ବାଚନ ଲଢିବିନି: ଜୁଏଲ

ଭୁବନେଶ୍ୱର: ଆଉ ନିର୍ବାଚନ  ଲଢିବିନି କହିଲେ ସୁନ୍ଦରଗଡ ସାଂସଦ  ଜୁଏଲ ଓରାମ  ।  ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର  ମେଳାରେ ଜୁଏଲ  ଏଭଳି କିଛି ବୟାନ ଦେଇଛନ୍ତି । କହିଛନ୍ତି,  ଗତ ନିର୍ୱାଚନ ବେଳେ ଘୋଷଣା କରିଛି ଏମପି, ଏମଏଲଏ ପାଇଁ ଲଢିବି ନାହିଁ ।  ୮ ଥର ଜିତିଲା ପରେ ଆଉ ନିର୍ୱାଚନ ଲଢିବିନି, ଆଉ କେତେଥର ଲଢିବି । ଆଉ ନିର୍ବାଚନ ଲଢିବିନି ଯୁବପିଢି ପାଇଁ ଛାଡିଦେବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking