18.1 C
Bhubaneswar
Thursday, February 12, 2026
Homeଓଡିଶାଜୁଲାଇ୯ ତାରିଖରେ ଭୁବନେଶ୍ୱରରେ ଓ ଜୁଲାଇ ୧୦ ତାରିଖରେ ପୁରୀରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ ବ୍ୟବସ୍ଥା

ଜୁଲାଇ୯ ତାରିଖରେ ଭୁବନେଶ୍ୱରରେ ଓ ଜୁଲାଇ ୧୦ ତାରିଖରେ ପୁରୀରେ ଉନ୍ନୟନ କମିଶନରଙ୍କୁ ସାକ୍ଷାତ ବ୍ୟବସ୍ଥା

ଭୁବନେଶ୍ୱର: ଓଡିଶା ସରକାରଙ୍କ ଗୃହ (ସ୍ୱତନ୍ତ୍ରଶାଖା) ବିଭାଗ, ବିଜ୍ଞପ୍ତି ସଂଖ୍ୟା ୧୩୮୯/ସି, ଭୁବନେଶ୍ୱର ତାରିଖ ୨୯.୦୬.୨୦୨୫ ଅନୁଯାୟୀ, ତା.୨୯.୦୬.୨୦୨୫ ରେପୁରୀରଗୁଣ୍ଡିଚା ମନ୍ଦିର ନିକଟରେ ଘଟିଥିବା ଦଳାଚକଟା ଯୋଗୁଁ ତିନି ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଭଳି ଦୁଃଖଦ ଘଟଣାର ତଦନ୍ତ ପାଇଁ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କୁ ଦାୟିତ୍ୱ ଦିଆଯାଇଛିଏ ସଂପର୍କରେ ରାଜ୍ୟ ଯୋଜନା ଓ ସଂଯାଜନ ବିଭାଗ ତରଫରୁ ଗତ ଜୁଲାଇ ୩ତାରିଖରେ ଜାରି କରାଯାଇଥିବା ଏକ ସାର୍ବଜନୀନ ବିଜ୍ଞପ୍ତି ପରବର୍ତ୍ତୀ ତାରିଖମାନଙ୍କରେ ବିଭିନ୍ନ ସଂବାଦ ପତ୍ରରେ ପ୍ରକାଶ କରାଯାଇଛିକେଉଁ ପରିସ୍ଥିତିରେ ଏହି ଘଟଣାଘଟିଲା, ସେସମ୍ପର୍କରେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, ଘଟଣାକୁ ନେଇ କୌଣସି ସୂଚନା କିମ୍ବା ତଥ୍ୟ( ଭିଡିଓଫୁଟେଜ୍ସହିତ) ଥିଲେ, ତାହାକୁଆସନ୍ତାତା୨୦.୦୭.୨୦୨୫ସୁଦ୍ଧାpuritragedy. enquiry@odisha.gov.inମେଲଯୋଗେପଠାଇବାକୁ ଅନୁରୋଧ କପରୋକ୍ତବ୍ୟବସ୍ଥାବ୍ୟତୀତ, ଆଗ୍ରହୀବ୍ୟକ୍ତିମାନେ ଆସନ୍ତା ଜୁଲାଇ ୦୯ତାରିଖ ଅପରାହ୍ଣ ୩ଘଟିକା ସମୟ ପର ଠାରୁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଅତିଥି ଭବନଆନେକ୍ସଏବଂଜୁଲାଇ୧୦ତାରିଖଅପରାହ୍ଣ୩ ଘଟିକା ପରଠାରୁ ସ୍ୱତନ୍ତ୍ର ପ୍ରଦକ୍ଷିଣ ଭବନ (ସ୍ପେଶାଲସର୍କିଟ୍ହାଉସ୍),ପୁରୀଠାରେ ଉନ୍ନୟନ ଆୟୁକ୍ତ ତଥା ଅତିରିକ୍ତ ମୁଖ୍ୟଶାସନସଚିବଙ୍କୁସାକ୍ଷାତକରିମଧ୍ୟ ଏସଂପର୍କରେତଥ୍ୟରଖିପାରିବେସେହିପରି ଏ ସଂପର୍କିତ ଅଧିକ ସୂଚନା ପାଇଁ ଟେଲିଫୋନ୍ନମ୍ବର୦୬୭୪୨୫୩୬୮୮୨/୨୩୯୧୯୭୦ (ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟ) ରେଯୋଗାଯୋଗକରାଯାଇପାରିବବୋଲିମଧ୍ୟ ସୂଚନାଦିଆଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking