27.1 C
Bhubaneswar
Saturday, December 6, 2025
Homeଓଡିଶାପୋଷ୍ଟର ମାରୁଥିବା କର୍ମୀ ନେତା ହୋଇପାରନ୍ତି: ମୁଖ୍ୟମନ୍ତ୍ରୀ

ପୋଷ୍ଟର ମାରୁଥିବା କର୍ମୀ ନେତା ହୋଇପାରନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୋଷ୍ଟର ମାରୁଥିବା କର୍ମୀ ନେତା ହୋଇପାରନ୍ତି । ସମ୍ବର୍ଧନା କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇଛନ୍ତି । କହିଛନ୍ତି ,  ଆମ ଦଳ ଆଗକୁ ନିରନ୍ତର ଭାବେ ଚାଲିବ ।  ସାଧାରଣ କର୍ମକର୍ତ୍ତାରୁ ମୁଖ୍ୟମନ୍ତ୍ରୀ ହେଲି । ସାଇନବୋର୍ଡ ପାର୍ଟିରୁ ସରକାରରେ ପହଞ୍ଚିଲୁ । ଜଣେ ସାଧାରଣ କର୍ମକର୍ତ୍ତା ବି ବଡ ଦାୟିତ୍ୱ ନେଇପାରେ । ଆପଣଙ୍କ ପରିଶ୍ରମ ପାଇଁ ସରକାର ଗଠନ । କାଯ୍ୟକର୍ତ୍ତାଙ୍କ ପାଇଁ ଏକାକୀ ସରକାର ଗଠନ କଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking