31.1 C
Bhubaneswar
Wednesday, February 11, 2026
Homeଓଡିଶାମନମୋହନଙ୍କ ନେତୃତ୍ୱରେ ଜିତିଲୁ: ମୁଖ୍ୟମନ୍ତ୍ରୀ

ମନମୋହନଙ୍କ ନେତୃତ୍ୱରେ ଜିତିଲୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମନମୋହନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ଯେବେ କାମ କରିଛନ୍ତି ସବୁବେଳେ ଶୁଭ ଆସିଛି । ମେଣ୍ଟ ସରକାରରେ ନେତୃତ୍ୱ ନେଇଥିଲେ ମନମୋହନ । ୨୦୨୪ରେ ମନମୋହନଙ୍କ ନେତୃତ୍ୱରେ ଜିତିଲୁ । ମନମୋହନଙ୍କ ନେତୃତ୍ୱରେ ସରକାର ଗଠନ କଲୁ । ଲୋକସଭା ନିର୍ୱାଚନରେ ୨୧ରୁ ୨୦ ଜିତିଲୁ । ଆକର୍ଷଣର କେନ୍ଦ୍ରବିନ୍ଦୁ ହେଲା ଓଡିଶା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking