17.1 C
Bhubaneswar
Sunday, December 7, 2025
Homeଓଡିଶାରାଜ୍ୟ ବିଜେପି ସଭାପତି ପଦ ପାଇଁ  ନାମାଙ୍କନ ଭରିଲେ ମନମୋହନ ସାମଲ

ରାଜ୍ୟ ବିଜେପି ସଭାପତି ପଦ ପାଇଁ  ନାମାଙ୍କନ ଭରିଲେ ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ପଦ ପାଇଁ  ନାମାଙ୍କନ ଭରିଲେ ମନମୋହନ ସାମଲ ।  କେନ୍ଦ୍ରୀୟ ପଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କ ଭରିଲେ । ମନମୋହନ ସାମଲ  ରାଜ୍ୟ ବିଜେପି ସଭାପତି ନାମାଙ୍କନ ଦାଖଲ କରିଛନ୍ତି । ଏକମାତ୍ର ପ୍ରାର୍ଥୀ ହିସାବରେ ନାମାଙ୍କ ଦାଖଲ କରିଛନ୍ତି ମନମୋହନ ସାମଲ । ପୁଣି ଥରେ ସଭାପତି ଭାବେ ନିଦ୍ୱର୍ନ୍ଦରେ ନିର୍ୱାଚିତ ହେବା ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking