ଭୁବନେଶ୍ୱର: ୩୭ ଲକ୍ଷ ପରିବାରକୁ ମିଳିବ ପକ୍କାଘର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି । ମାଟି ଘରେ ଥିବା ଗ୍ରାମୀଣ ପରିବାରକୁ ମିଳିବ ଘର । ଅକ୍ଟୋବର ଓ ନଭେମ୍ବରରେ ଘର ବଣ୍ଟାଯିବ । ୪ ଲକ୍ଷ ଅନଲାଇନ ଆବେଦନକାରୀଙ୍କ ଯାଞ୍ଚ ଚାଲିଛି । ଚଳିତ ମାସରୁ ଅଫଲାଇନ ଆବେଦନ ଯାଞ୍ଚ କରାଯିବ ।










