17.1 C
Bhubaneswar
Tuesday, December 9, 2025
Homeଓଡିଶାବିଜେଡି ହ୍ୟାଙ୍ଗଓଭର ଯାଇନି: ଜୟନାରାୟଣ

ବିଜେଡି ହ୍ୟାଙ୍ଗଓଭର ଯାଇନି: ଜୟନାରାୟଣ

ଭୁବନେଶ୍ୱର: ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ଗିରଫଦାରୀକୁ ନାପସନ୍ଦ କରି ଓଏଏସ ଅଫିସରଙ୍କୁ ଟାର୍ଗେଟ କଲେ । ଓଏଏସ ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି ବୋଲି କହିଲେ ଜୟନାରାୟଣ । ଗୋଟିଏ ପଟେ ବନ୍ୟା ସ୍ଥିତି, ରଥଯାତ୍ରା ଅଘଟଣ ବେଳେ ଧର୍ମଘଟ । କୋର୍ଟ ଗାଇଡଲାଇନ ନ ମାନି ଯେଉଁ ନାଟକ କଲେ ଜଣାପଡୁଛି ବିଜେଡି ହ୍ୟାଙ୍ଗଓଭର ଯାଇନି । ଜଗା ପ୍ରଧାନଙ୍କ ନାଁରେ ଅଫଆଇଆର ନାହିଁ । ସେ ସ୍ଥାନରେ ବି ସେ ନଥିଲେ । ବିଜେଡିର ଦିବ୍ୟଶଙ୍କର, ଅରୁଣ ସାହୁ, ପ୍ରତାପ ଜେନାଙ୍କ ନାଁରେ ହତ୍ୟା ଭଳି ଅଭିଯୋଗ ଥିଲେ ବି ଗିରଫ କରାଯାଇଥିଲା କି ପ୍ରଶ୍ନ କଲେ ଜୟନାରାୟଣ । ଯେଉଁ ଅଫିସର ଲୋକଙ୍କ ସହ ନ ରହିବେ, ଲୋକେ ରାଗିବା ସ୍ୱଭାବିକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking