20.1 C
Bhubaneswar
Saturday, December 6, 2025
Homeଓଡିଶାସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର  ମାଝୀ ଗିରଫ

ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର  ମାଝୀ ଗିରଫ

ବଲାଙ୍ଗୀର: ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର  ମାଝୀ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଦିଲେଶ୍ୱର ମାଝୀ ଗିରଫ ହୋଇଛନ୍ତି ।  ବାବୁଙ୍କର ୪ଟି ଘର , ଗୋଟିଏ ମାର୍କେଟ କେମ୍ପେ୍ଲକ୍ସ  ମିଳିଛି ।  ୯ଟି ଜମି, ୩ ଶହ ଗ୍ରାମ ସୁନା, ୬.୫୭ ଲକ୍ଷ ଟଙ୍କା ମିଳିଛି ।  କାଲି ୭ଟି ଠିକଣାରେ ଚଢଉ କରିଥିଲା ଭିଜିଲାନ୍ସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking