21.1 C
Bhubaneswar
Friday, December 19, 2025
Homeଓଡିଶାବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା

କେନ୍ଦୁଝର: ବିଧବା ମହିଳାଙ୍କୁ କୋଦାଳରେ  ହାଣି ବୀଭତ୍ସ ହତ୍ୟା କରାଯାଇଛି ।  ଏଭଳି  ଅଭାବନୀୟ ଘଟଣା  କେନ୍ଦୁଝର ଜିଲ୍ଲା   ପାଟଣା ଥାନା  ଫୁଲପାହାଡି ଗାଁରେ ଘଟିଛି ।  ପୂର୍ୱ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା କରିଥିବା ସୂଚନା ମିଳୁଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।  ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking