ଭୁବନେଶ୍ୱର: ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଗତକାଲି ଅତିରିକ୍ତ କମିଶନରଙ୍କୁ ଚାମ୍ବର ଭିତରେ ଆକ୍ରମଣ ହୋଇଥିଲା । ଆଜି ବିଏମସି ଅଫିସରେ କର୍ମଚାରୀ ପ୍ରତିବାଦ କରିଛନ୍ତି । କଳାବ୍ୟାଜ ପିନ୍ଧି କର୍ମଚାରୀମାନେ କାଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଅଫିସରେ ଷ୍ଟାଫଙ୍କୁ ସୁରକ୍ଷା ଦେବାକୁ କର୍ମଚାରୀମାନେ ଦାବି ରଖିଛନ୍ତି ।










