27.1 C
Bhubaneswar
Thursday, March 26, 2026
Homeଓଡିଶାଦୁଃଖ ପ୍ରକାଶ କଲେ ଗଜପତି ମହାରାଜା

ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ଗଜପତି ମହାରାଜା ଦିବ୍ୟାସିଂହ ଦେବ । ୩ ଭକ୍ତ ପ୍ରାଣତ୍ୟାଗ କରିବା ଓ ଅନେକ ଆହତ ହେବାକୁ ନେଇ ଦୁଃଖ ପ୍ରକାଶ । ସ୍ୱର୍ଗତ ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛି । କହିଛନ୍ତି ସମ୍ପର୍କରେ ତୁରନ୍ତ ତଦନ୍ତ କରାଯାଉ । ପୁନରାବୃତ୍ତି ଯେପରି ନହୁଏ ଉପଯୁକ୍ତ ପଦେକ୍ଷପ ନିଆଯାଉ । ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking