16.1 C
Bhubaneswar
Sunday, December 7, 2025
Homeଓଡିଶାକୋଟିଆରେ ରଥ ଟାଣିବେ ମନ୍ତ୍ରୀ!

କୋଟିଆରେ ରଥ ଟାଣିବେ ମନ୍ତ୍ରୀ!

ଭୁବନେଶ୍ୱର: ସୀମାନ୍ତ କୋଟିଆରେ ରଥ ଟାଣିବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଥମ ଥର କୋଟିଆ ରଥଯାତ୍ରାରେ ସାମିଲ ହେବେ ମନ୍ତ୍ରୀ ।  ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ ଯୋଗ ଦେବାର ଅଛି । କୋଟିଆବାସୀଙ୍କ ଅନୁରୋଧ ପରେ ଯିବେ ରାଜସ୍ୱ ମନ୍ତ୍ରୀ । ପୁରୀ ରଥଯାତ୍ରା ପରଦିନ କୋଟିଆରେ  ହୋଇଥାଏ ରଥ ଟଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking