16.1 C
Bhubaneswar
Sunday, December 7, 2025
Homeଓଡିଶା୧୨ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ!

୧୨ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ!

ଭୁବନେଶ୍ୱର: ୧୨ ଘଣ୍ଟାରେ ସୃଷ୍ଟି  ହୋଇପାରେ ଲଘୁଚାପ । ଗତକାଲି ଉତ୍ତର- ପଶ୍ଚିମ ବଙ୍ଗେପସାଗର ପାଶ୍ୱର୍ବର୍ତ୍ତୀ  ଉତ୍ତର  ଓଡିଶା ଏବଂ  ପଶ୍ଚିମବଙ୍ଗ ଉପକୂଳରେ  ଘୁଣ୍ଣିବଳୟ ସକ୍ରିୟ  ସକ୍ରିୟ ରହିଛି ।  ଏହାର ପ୍ରଭାବରେ  ଆଗାମୀ ୧୨ ଘଣ୍ଟା  ମଧ୍ୟରେ  ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।  ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ସୁନ୍ଦରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାଣ୍ଣିଂ ଜାରି କରିଛି ।  ଭଦ୍ରକ , କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଅନୁଗୁଳ,  ଦେବଗଡ, ଝାରସୁଗୁଡା ଓ ବରଗଡ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟୋଲ୍ଲୋ ୱାଣ୍ଣିଂ  ଜାରି କରିଛି ପାଣିପାଗ ବିଭାଗ ।  ଏହା ସହ ଅନ୍ୟ କିଛି ଜିଲ୍ଲା ପାଇଁ ମଧ୍ୟ  ୟେଲ୍ଲୋ ୱାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏହା ସହ ଅନ୍ୟ କିଛି ଜିଲ୍ଲା  ପାଇଁ ମଧ୍ୟ  ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି ।  ଆସନ୍ତା  ୩ ଦିନ  ଯାଏ ବର୍ଷା ପାଇଁ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking