16.1 C
Bhubaneswar
Tuesday, December 9, 2025
Homeଓଡିଶାଗୋପାଳପୁର ଘଟଣା; ଡିଜିଟାଲ ପ୍ରମାଣ ମିଳିଛି:  କ୍ରାଇମବ୍ରାଞ୍ଚ ଡିଜି

ଗୋପାଳପୁର ଘଟଣା; ଡିଜିଟାଲ ପ୍ରମାଣ ମିଳିଛି:  କ୍ରାଇମବ୍ରାଞ୍ଚ ଡିଜି

ଭୁବନେଶ୍ୱର: ଗୋପାଳପୁର ଘଟଣାରେ କ୍ରାଇମବ୍ରାଞ୍ଚ  ଡିଜି ବିନୟତୋଷ ମିଶ୍ର  ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ କ୍ରାଇମ ସିନ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ  ମିଳିଛି ଗୁରୁତ୍ୱପୂଣ୍ଣ ଡିଜିଟାଲ ପ୍ରମାଣ ।  ଗିରଫ ୧୦ ଅଭିଯୁକ୍ତଙ୍କ ମୋବାଇଲ ଜବତ କରି ଏସଏଫଏସଏଲକୁ ପଠାଯାଇଛି ।  ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking