ଭୁବନେଶ୍ୱର: ଲଭର୍ସ ପଏଣ୍ଟକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁରକ୍ଷା ଯୋଗାଇବାକୁ ଦୁଇ ଥର ବୈଠକ ବସି ସାରିଲାଣି । ଗୋପାଳପୁର ଘଟଣାରେ ରାତିକ ଭିତରେ ଅଭିଯୁକ୍ତଙ୍କୁ ଧରାଯାଇଛି । ଯେତେ ପଯ୍ୟଟନସ୍ଥଳୀ ଓ ଲଭର୍ସ ଅଛି, ସୁରକ୍ଷାକୁ ଗୁରୁତ୍ୱ ଦେଉଛୁ ।









