ଭୁବନେଶ୍ୱର: ପ୍ରଥମ ରାଉଣ୍ଡ ୟୁଜି ୨୦୨୫- ୨୬ ନାମଲେଖା ଅବଧି ବଢିଲା । ଜୁନ ୨୧ ତାରିଖ ଅପରାହ୍ମ ୩ଟା ପର୍ଯ୍ୟନ୍ତ ବଢିଲା । ଟଙ୍କା ଜମା କରି ନଥିଲେ ବର୍ଧିତ ସମୟ ଭିତରେ କରିପାରିବେ । ଯଦି କଲେଜରେ ରିପୋର୍ଟ କରିପାରିନାହାନ୍ତି କରିପାରିବେ । Freeze / Slide / Float ଅପ୍ସନ ମଧ୍ୟ ଆପଣାଇପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ ।










