21.1 C
Bhubaneswar
Saturday, December 6, 2025
Homeଓଡିଶାରେସ୍ତୋରାଁରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରେସ୍ତୋରାଁରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରେସ୍ତୋରାଁରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନୟାପଲ୍ଲୀ ଥାନା ୟୁନିଟ ୮ ଅଞ୍ଚଳ ଏକ ରେସ୍ତୋରାଁରୁ  ଉଦ୍ଧାର ହୋଇଛି । ଘଟଣାସ୍ଥଳରେ  ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରିଛି । ପରିବେଶରେ  ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।  ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking