18.1 C
Bhubaneswar
Friday, February 13, 2026
Homeଓଡିଶାରାଜଧାନୀରେ ଘୁର୍ଣ୍ଣିଝଡ ସହ ବର୍ଷା

ରାଜଧାନୀରେ ଘୁର୍ଣ୍ଣିଝଡ ସହ ବର୍ଷା

ଭୁବନେଶ୍ୱର: ତାତିରୁ ମିଳିଲା ନିସ୍ତାର । ରାଜଧାନୀରେ ଘୁର୍ଣ୍ଣିଝଡ ସହ ବର୍ଷା । ପ୍ରବଳ ବର୍ଷା ପରେ ରାସ୍ତାରେ ଛୁଟିଲା ପାଣି ।  ବର୍ଷା ପାଣିରେ ଗାଡି ବୁଡି ଜନପଥ ଅବସ୍ଥା ଶୋଚନୀୟ ହୋଇଯାଇଛି ।  ସୂଚନାଥାଉ କି, ଆଜି ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗରମ ଓ ଗୁଳୁଗୁଳି ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଗଂଜାମରେ ଗୁଳୁଗୁଳି ଓ ଗରମ ନାକେଦମ୍ କରିବ। ସେହିପରି, ଆସନ୍ତାକାଲି ବାଲେଶ୍ବର, ଭଦ୍ରକ,ଯାଜପୁର,କେନ୍ଦ୍ରାପଡା, କଟକ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ ଓ ଗଜପତିରେ ଭୀଷଣ ଗରମ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking