15.1 C
Bhubaneswar
Monday, December 15, 2025
Homeଓଡିଶାଟ୍ରେନରୁ ଖସି ଯୁବକ ମୃତ

ଟ୍ରେନରୁ ଖସି ଯୁବକ ମୃତ

ଖନ୍ତାପଡା: ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଖନ୍ତାପଡା ରେଳ ଷ୍ଟେସନର ସେକ୍ସନ ନିକଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି । ଘଟଣା ଅନୁଯାୟୀ ଟ୍ରେନରେ ଯାତାୟତ ସମୟରେ ଯୁବକଜଣକ ଖସିପଡ଼ିଥିବାର ଅନୁମାନ କରାଯାଉଛି। ହେଲେ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ରେଲୱେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଚିକିତ୍ସା ନିମନ୍ତେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking