25.1 C
Bhubaneswar
Wednesday, March 25, 2026
Homeଓଡିଶାବର୍ଷାର ବିତ୍ପାତ: ୫ ରାଜ୍ୟକୁ ରେଡ୍‌ ଆଲର୍ଟ

ବର୍ଷାର ବିତ୍ପାତ: ୫ ରାଜ୍ୟକୁ ରେଡ୍‌ ଆଲର୍ଟ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଦକ୍ଷିଣ ଭାରତ ସମେତ ଏକାଧିକ ରାଜ୍ୟରେ ସକ୍ରିୟ ହୋଇଥିବାବେଳେ ଏହି ଅଞ୍ଚଳରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ମଙ୍ଗଳବାର କର୍ଣ୍ଣାଟକ, କେରଳ, ତାମିଲନାଡୁ, ମହାରାଷ୍ଟ୍ର ଏବଂ ଗୋଆକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଅପରପକ୍ଷରେ ଆଇଏମଡି ପକ୍ଷରୁ ଓଡ଼ିଶା, ହିମାଚଳ ପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଏହି ରାଜ୍ୟ ଗୁଡିକରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଇତିମଧ୍ୟରେ ମୁମ୍ବଇ, ବେଙ୍ଗାଲୁରୁ ଭଳି ସହରରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking