17.1 C
Bhubaneswar
Tuesday, December 9, 2025
Homeଓଡିଶାଜମି ପାଇଁ ଗୋଡାଇ ଗୋଡାଇ ହାଣିଦେଲେ

ଜମି ପାଇଁ ଗୋଡାଇ ଗୋଡାଇ ହାଣିଦେଲେ

ସମ୍ବଲପୁର: ଜମି ପାଇଁ   ଗୋଡାଇ  ଗୋଡାଇ  ଜଣଙ୍କୁ ହତ୍ୟା କରାଯାଇଛି । ସମ୍ବଲପୁର  ଜିଲ୍ଲା  ବୁର୍ଡା ପଞ୍ଚାୟତ  ବଡମାଳ ଗାଁରେ  ଦିନ ଦ୍ୱିପ୍ରହରରେ ହତ୍ୟାକାଣ୍ଡ ଘଟିଛି ।  ଜମି ପାଇଁ ୩ ଜଣ ଗୋଡାଇ ଗୋଡାଇ ହାଣିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଅଟକ ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି ।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ  ଆରମ୍ଭ  କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking