30.1 C
Bhubaneswar
Saturday, February 14, 2026
Homeଓଡିଶାଲେଫ୍ରିପଡ଼ାର ପୂର୍ବତନ ବିଡିଓଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

ଲେଫ୍ରିପଡ଼ାର ପୂର୍ବତନ ବିଡିଓଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

ସୁନ୍ଦରଗଡ଼: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କୁ ୫୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ନ୍ୟାୟାଳୟ। ତାଙ୍କୁ କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ‌ଏଭଳି ଦଣ୍ଡବିଧାନ କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିବାପରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ଲେଫ୍ରିପଡ଼ାର ପୂର୍ବତନ ବିଡିଓ ସୁବାସ ଚନ୍ଦ୍ର ମିଶ୍ରଙ୍କର ପେନସନ୍ ବନ୍ଦ କରିବା ଲାଗି ପଦକ୍ଷେପ ନେବ ଭିଜିଲାନ୍ସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking