32.1 C
Bhubaneswar
Wednesday, May 6, 2026
Homeଓଡିଶାସାଉଥ କୋଷ୍ଟ ରେଲୱେ: ଓଡିଶାର କ୍ଷତି ହେବନି

ସାଉଥ କୋଷ୍ଟ ରେଲୱେ: ଓଡିଶାର କ୍ଷତି ହେବନି

ଭୁବନେଶ୍ୱର: ସାଉଥ କୋଷ୍ଟ ରେଲୱେ ଯୋଗୁଁ ଓଡିଶାର କିଛି ହରାଇବାର ନାହିଁ । କ୍ଷତି ହେବା ନେଇ ପ୍ରଚାର ତଥ୍ୟ ଭ୍ରମାତ୍ମକ ଓ ଉଦ୍ଦେଶ୍ୟ ପ୍ରଣୋଦିତ । ୱାଲଟିୟର ଡିଭିଜନର ୬୯୬ କିମି ରୁଟ ରାୟଗଡା ଡିଭିଜନ ଅଧୀନରେ ରହିବ । କୋରାପୁଟ – ସିଂଗାପୁର ରୋଡ, କୋଟାଭଲାସା- କିରାଣ୍ଡୁଲୁ ରାୟଗଡା ଡିଭିଜନ । କୁନେରୁ- ଥେରୁବାଲି, ଗୁଣପୁର- ପାରଳାଖେମୁଣ୍ଡି ରାୟଗଡା ଡିଭିଜନରେ ରହିବ । ଓଡିଶାର କୌଣସି ଅଞ୍ଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଯାଉନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking