17.1 C
Bhubaneswar
Monday, December 22, 2025
Homeଓଡିଶାଶ୍ରୀଲିଙ୍ଗରାଜ ମନ୍ଦିରରେ ଉଡିଲା ଡ୍ରୋନ

ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଡିଲା ଡ୍ରୋନ

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡିଲା ଡ୍ରୋନ । ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଉଡିଲା ଡ୍ରୋନ । ଡ୍ରୋନ ଉଡିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ୱେ ଉଡିଲା । ପୋଲିସକୁ ଆବଗତ କଲେ ମନ୍ଦିର ସେବାୟତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking