ଭୁବନେଶ୍ୱର: ଭୁବନେଶ୍ୱରରେ ଏଲିଭେଟେଡ ରୋଡ କରିଡର ଟେଣ୍ଡର ବାତିଲ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଖୁବଶୀଘ୍ର ସାନି ଟେଣ୍ଡର , ମେଟ୍ରୋ ପାଇଁ କିଛି ଷ୍ଟ୍ରକଚର ବଦଳିବ । ମାତ୍ର ଡିଜାଇନ ସେଇଆ ରହିବ । ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି । ପୁରୁଣାଷ୍ଟ୍ରକଚରରେ ବ୍ୟୟ ୧୮ ଶହ କୋଟି , ନୂଆରେ ୨୭ ଶହ କୋଟି । ତେଣୁ ଏଲିଭେଟେଡ କରିଡର କାମ ଟିକେ ବିଳମ୍ବ ହେବ ।










