ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ , ରାଜ୍ୟ ସଭାପତି ଦର୍ଶନ କଲେ । ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କଲେ । ନୀତିନ ନବୀନ ନୂଆ ସଭାପତି ହେବା ପରେ ଓଡିଶାକୁ ପ୍ରଥମ ଥର ଆସିଛନ୍ତି । ପୂର୍ବରୁ ରାଜ୍ୟ ବିଜେପି ଅଫିସରେ କୋର କମିଟି ବୈଠକରେ ଯୋଗ ଦେଇଥିଲେ । ପ୍ରଶିକ୍ଷମ ଥିଲା । ସେଠାରେ ନିଜର ଅଭିଭାଷଣ ମଧ୍ୟ ରଖିଥିଲେ ।










