21.1 C
Bhubaneswar
Sunday, December 21, 2025
Homeଓଡିଶାଡେପୁଟି ରେଞ୍ଜରଙଅକ ସହ ୪ ଗିରଫ

ଡେପୁଟି ରେଞ୍ଜରଙଅକ ସହ ୪ ଗିରଫ

କଳାହାଣ୍ଡି: ବନୀକରଣ ନାଁରେ ବଡ ଦୁର୍ନିତି । ଦୁର୍ନିତି ଅଭିଯୋଗରେ ୪ ବନ ଅଧିକାରୀ ଗିରଫ । ଭାରପ୍ରାପ୍ତ ଡେପୁଟି ରେଞ୍ଜର ସମେତ ୪ ବନ ଅଧିକାରୀ ଗିରଫ । ପ୍ରାୟ ୮୦ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଡେପୁଟି ରେଞ୍ଜର ସୈରେନ୍ଦ୍ରି ବାଗ, ଫରେଷ୍ଟର ଉମେଶ ରାଉତ ଗିରଫ । ଫରେଷ୍ଟର ଦେବରାଜ ସୁନାନୀ, ଫରେଷ୍ଟ ଗାର୍ଡ ଅଶୋକ ସାହୁ ଗିରଫ । କଳାହାଣ୍ଡି ଜୟପାଟଣା ରେଞ୍ଜରେ ଦୁର୍ନୀତି ନେଇ ଭିଜିଲାନ୍ସ ଆକ୍ସନ । ୨୦୨୩-୨୪ ବଷରେ ବନୀକରଣ ନାଁରେ ହୋଇଥିଲା ବଡ ଦୁର୍ନୀତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking