19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶମିନି ଟ୍ରକ୍‌କୁ ଧକ୍କା ଦେଲା ଟ୍ରଲର୍‌, ୧୩ ମୃତ

ମିନି ଟ୍ରକ୍‌କୁ ଧକ୍କା ଦେଲା ଟ୍ରଲର୍‌, ୧୩ ମୃତ

ଛତିଶଗଡ : ଛତିଶଗଡ ଜିଲ୍ଲା ରାୟପୁରରେ ଅଭାବନୀୟ ଘଟଣା ଘଟିଛି। ମିନି ଟ୍ରକ୍ ଏବଂ ଟ୍ରଲର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୯ ଜଣ ମହିଳା ଥିବା ଜଣାପଡିଛି। ଏକାଧିକ ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ୍ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking