19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ୍

ପାକିସ୍ତାନ ଉପରେ ଭାରତର ଏୟାରଷ୍ଟ୍ରାଇକ୍

ନୂଆଦିଲ୍ଲୀ : ପହଲଗାଓଁର ପ୍ରତିଶୋଧ ନେଲା ଭାରତ। ପାକିସ୍ତାନରେ ଭାରତର ଅପରେସନ୍ ସିନ୍ଦୂର। ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ଓ ପିଓକେରେ ସେନାର ପ୍ରଚଣ୍ଡ ହମ୍‌ଲା ହୋଇଛି। ପାକିସ୍ତାନର ଆତଙ୍କୀ ଶିବିରରେ ମିସାଇଲ୍ ଆଟାକ୍ ହୋଇଛି। ଆତଙ୍କୀ ମସୁଦ ଆଝାରର ବହାଓ୍ବଲପୁର ଠିକଣାରେ ମୋଟ୍ ୯ଟି ସ୍ଥାନକୁ ଟାର୍ଗେଟ୍ କରି ଏହି ହମ୍‌ଲା ହୋଇଛି। ଯାହାକୁ ‘ଅପରେସନ ସିନ୍ଦୂର’ ନାମ ଦିଆଯାଇଛି। ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଏବଂ ୩ ଜଣ ଭାରତୀୟ ସେନା ସହିଦ ହୋଇଥିବା ସୂଚନା ମିଳିଛି। ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking