29.1 C
Bhubaneswar
Monday, February 9, 2026
Homeଓଡିଶାବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି: କେଉଁ ସମୟରେ ବି ହୋଇପାରେ ମୃତ୍ୟୁ । ମୃତ୍ୟୁର କିଛ ଠିକଣା ନାହିଁ । ନିଜ ସାଙ୍ଗସାଥୀଙ୍କ ମେଳରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରପାତରେ ଟଳିପଡିଲେ ଯୁବକ ।  ଏଭଳି ଅବାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା  ଲାଞ୍ଜିଗଡ ନିକଟସ୍ଥ ଚଣାଲିମା ଖେଳପଡିଆରେ ଘଟିଛି । ବଜ୍ରପାତ ହେବାରୁ ଚନ୍ଦନ ଅଚେତ ଅବସ୍ଥାରେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଲାଞ୍ଜିଗଡ଼ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଖବର ପାଇ ମୃତ ଚନ୍ଦନଙ୍କ ପରିବାର ଲୋକେ ବାଲେଶ୍ୱରରୁ ଆସୁଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking