20.1 C
Bhubaneswar
Monday, December 22, 2025
Homeଓଡିଶାରାଜ୍ୟରେ ନିଯୁକ୍ତ ହେବେ ୨୫୦୦ ଗୃହରକ୍ଷୀ: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ନିଯୁକ୍ତ ହେବେ ୨୫୦୦ ଗୃହରକ୍ଷୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ  ୨୫୦୦ ଗୃହରକ୍ଷୀ ପଦବୀ  ସୃଷ୍ଟି ହୋଇଛି । ଏହାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ୱରୁ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭, ୬୭୫ ଥିଲା । ବର୍ତ୍ତମାନ ଅଛନ୍ତି ୧୭,୬୭୫ ଗୃହରକ୍ଷୀ । ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ ପାଇଁ ପଦକ୍ଷେପ  ନିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking