15.1 C
Bhubaneswar
Monday, February 9, 2026
Homeଓଡିଶାମା’ ସହ ବିଷ ପିଇଦେଲେ ଭାଇ-ଭଉଣୀ

ମା’ ସହ ବିଷ ପିଇଦେଲେ ଭାଇ-ଭଉଣୀ

ବ୍ରହ୍ମପୁର: ମା’ ସହ ବିଷ ପିଇଦେଲେ ଭାଇଭଉଣୀ। ବିଷ ପିଇଦେବା ପରେ ମା’ ସହ ଭାଇଭଉଣୀ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଏମକେସିଜି ମେଡ଼ିକାଲରେ ଡାକ୍ତର ୩ଜଣଙ୍କ ମୃତ୍ୟୁ ଘୋଷଣା କରିଥିଲେ। ଆଜି ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଅଭାବନୀୟ ଘଟଣା ଘଟିଛି। ବିଷପିଇ ମା’ ସହ ୨୦ବର୍ଷୀୟା ଝିଅ ଓ ୨୩ ବର୍ଷୀୟ ପୁଅର ମୃତ୍ୟୁ ହୋଇଛି। ପାରିବାରିକ କାରଣରୁ ମା’ ସହ ଝିଅ ବିଷ ପିଇଥିବା ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking