30.1 C
Bhubaneswar
Sunday, February 8, 2026
Homeଓଡିଶା‘ଓଡିଆ ପକ୍ଷ’କୁ ବିଜେଡିର କଟାକ୍ଷ

‘ଓଡିଆ ପକ୍ଷ’କୁ ବିଜେଡିର କଟାକ୍ଷ

ଭୁବନେଶ୍ୱର : ଓଡିଆ ପକ୍ଷକୁ ନେଇ ବିଜେଡିର କଟାକ୍ଷ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଟାର୍ଗେଟ କରିଛନ୍ତି । ରଥଯାତ୍ରା ଅଘଟଣ , ଭରତପୁର ଘଟଣାକୁ ନେଇ ଟାର୍ଗେଟ କରିଛନ୍ତି । ରାଜ୍ୟପାଳଙ୍କ ପୁଅ ମାଡ ମାରିବା ପ୍ରସଙ୍ଗରେ  ଉଠାଇ ଟାର୍ଗେଟ କରିଛନ୍ତି । ଲେନିନ କହିଛନ୍ତି  ରାଜ୍ୟ ସରକାର ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking