26.1 C
Bhubaneswar
Monday, March 23, 2026
Homeଓଡିଶାସେକ୍କ ରାକେଟ ଠାବ: ୪ ରୂପଜୀବୀଙ୍କ ସହ ୧୦ ଗ୍ରାହକ ଅଟକ

ସେକ୍କ ରାକେଟ ଠାବ: ୪ ରୂପଜୀବୀଙ୍କ ସହ ୧୦ ଗ୍ରାହକ ଅଟକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲାରେ ସଦର ଥାନା ପୁଲିସ ବଡ଼ ଧରଣର ସେକ୍ସ ରାକେଟ ଠାବ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଦଧି ମାଛ ଗାଡ଼ିଆ ଅଞ୍ଚଳରେ ଚଢ଼ାଉ କରିଥିଲା। ସମୟରେ ଏକ ଘରେ ରୂପଜୀବୀଙ୍କ ସହ କିଛି ଗ୍ରାହକ ଅସଞ୍ଜତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ଦେହ ବ୍ୟବସାୟ ଅଭିଯୋଗରେ ୪ଜଣ ରୂପଜୀବୀଙ୍କ ସହ ୧୦ଜଣ ଗ୍ରାହକଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ଘଟଣାସ୍ଥଳରୁ ୫ଟି ବାଇକ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା ସଦର ଥାନା ପୁଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking