23.1 C
Bhubaneswar
Sunday, December 21, 2025
Homeଓଡିଶାବଜ୍ରାଘାତ: ୫ ବର୍ଷରେ ୧୪୧୮ ମୃତ

ବଜ୍ରାଘାତ: ୫ ବର୍ଷରେ ୧୪୧୮ ମୃତ

ଭୁବନେଶ୍ୱର: ବଜ୍ରାଘାତରେ ୫ ବର୍ଷରେ ଯାଇଛି ୧୪୧୮ ଜୀବନ । ୨୦୨୦-୨୧ରେ ୩୩୯ ଜଣଙ୍କ ଜୀବନ ଯାଇଛି । ମୟୂରଭଞ୍ଜରେ ବଜ୍ରାଘାତଜନିତ ମୃତ୍ୟୁ ସର୍ବାଧିକ । ୨୦୨୧-୨୨ରେ ୨୯୬ ଜଣଙ୍କ ଜୀବନ ଯାଇଛି । ୨୦୨୨-୨୩ରେ ୩୦୬ ଜଣଙ୍କ ଜୀବନ ଯାଇଛି । ୨୦୨୩-୨୪ରେ ୨୭୨ ଜଣଙ୍କ ଜୀବନ ଯାଇଛି । ୨୦୨୪-୨୫ରେ ୨୦୫ ଜଣଙ୍କ ଜୀବନ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking