27.1 C
Bhubaneswar
Sunday, February 22, 2026
Homeଓଡିଶାଏଣିକି ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ

ଏଣିକି ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ

ଭୁବନେଶ୍ୱର: ଏଣିକି ମଧ୍ୟାହ୍ନ ଭୋଜନ ସହ ସ୍କୁଲ ପିଲାଙ୍କୁ ମିଳିବ ପୋଷଣ ଯୁକ୍ତ ଲଡୁ। ସ୍କୁଲର ସମସ୍ତ ପିଲାଙ୍କୁ ପୋଷଣ ଯୁକ୍ତ ଲଡୁ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି। ଗୋଟିଏ ସପ୍ତାହରେ ପିଲାଙ୍କୁ ୩ଟି ଲଡୁ ଦିଆଯିବ। ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲଡୁ ମିଳିବ। ସମସ୍ତ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ପଠାସରିଛି। ମାଣ୍ଡିଆ, ଗୁଡ଼, ବାଦାମ ଓ ଘିଅଯୁକ୍ତ ଲଡୁ ସ୍କୁଲ ପିଲାଙ୍କୁ ଦିଆଯିବ। ପିଏମ ପୋଷଣ ଯୋଜନା ଅଧୀନରେ ଏହି ଲଡୁ ମିଳିବ। ଯଦି ଦେଖିବା ପୂର୍ବରୁ ସ୍କୁଲ ପିଲାଙ୍କୁ କେବଳ ମଧ୍ୟାହ୍ନ ଭୋଜନରେ ଭାତ,ଡ଼ାଲି, ସୋୟାବଡ଼ି ତରକାରୀ, ଏବଂ ଅଣ୍ଡା ତରକାରୀ ଦିଆଯାଉଥିଲା। ହେଲେ ଏବେ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ୩ଟି ଲେଖାଏଁ ସଡୁ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି ପଠାସରିଛି। ମାଣ୍ଡିଆ, ଗୁଡ଼, ବାଦାମ ଓ ଘିଅଯୁକ୍ତ ଲଡୁ ଦିଆଯିବ। ପିଏମ ପୋଷଣ ଯୋଜନା ଅଧୀନରେ ମିଳିବ ଏହି ଲଡୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking