26.1 C
Bhubaneswar
Thursday, March 20, 2025
Homeଓଡିଶାବିଷ ବଳୟରେ ପାରାଦୀପ!   

ବିଷ ବଳୟରେ ପାରାଦୀପ!   

ଭୁବନେଶ୍ୱର : ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ପ୍ରଦ୍ୟୁଷିତ । ସିଇପିଆଇ ରେଟିଂ ଅନୁସାରେ ପାରାଦୀପକୁ ୬୦.୬୧ ସ୍କୋର ଦିଆଯାଇଛି । ୪୬. ୪୩ ସ୍କୋର ସହ ଅନୁଗୁଳ – ତାଳଚେର ଶିଳ୍ପାଞ୍ଚଳ  ରହିଛି । ଭୁବନେଶ୍ୱର ଶିଳ୍ପାଞ୍ଚଳରେ ପ୍ରଦୂଷଣ ନଥିବା ରିପୋର୍ଟ ହୋଇଛି । ଏନେଇ ବିଧାନସଭାରେ ପରିବେଶ ମନ୍ତ୍ରୀ  ଗଣେଶ ରାମ ସିଂ ଖୁଣ୍ଟିଆ ଲିଖିତ  ଉତ୍ତର  ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking