27.1 C
Bhubaneswar
Thursday, March 5, 2026
Homeଓଡିଶାଜୟନାରାୟଣଙ୍କ ତେରଛା ବାଣ

ଜୟନାରାୟଣଙ୍କ ତେରଛା ବାଣ

ଭୁବନେଶ୍ବର: ପୁଣି ତେରଛା ବାଣ ମାରିଲେ ଜୟନାରାୟଣ ମିଶ୍ର । ମୋର ଯୋଗ୍ୟତା ନଥିବା କଥା କହିଲେ ଜୟନାରାୟଣ । ବିଜେପି ବୈଠକରେ ପଛରେ ବସିଲେ ଜୟନାରାୟଣ । ବୁର୍ଲା ଏମସିଏଲରେ ଚାଲିଥିଲା ବୈଠକ । ବିଜପେି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଅନୁରୋଧ ସତ୍ତ୍ୱେ ଆଗକୁ ନଯାଇ ପଛରେ ବସିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking