30.1 C
Bhubaneswar
Saturday, March 15, 2025
Homeଓଡିଶାଆସନ୍ତା ମାସରୁ ଏଲିଭେଟେଡ  କରିଡର କାମ : ମନ୍ତ୍ରୀ

ଆସନ୍ତା ମାସରୁ ଏଲିଭେଟେଡ  କରିଡର କାମ : ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ କରିଡର । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜୟଦେବ ବିହାର ଛକରୁ ନନ୍ଦନକାନ ଯାଏଁ ହେବ ଏଲିଭେଟେଡ ରୋଡ । ୨୭୦୦ କୋଟି ଟଙ୍କା ବ୍ୟୟବରାଦରେ ହେବ ଏଲିଭେଟେଡ ରୋଡ । ଏପ୍ରିଲ ସୁଦ୍ଧା କାମ ଆରମ୍ଭ ହେବ । ସବୁ ଛକରେ ବାଇପାସ ରୋଡ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking