14.1 C
Bhubaneswar
Monday, December 8, 2025
Homeଓଡିଶାମଧୁର ମାଛ ପାଇଁ ବାହାର ରାଜ୍ୟ ଭରସା: ମନ୍ତ୍ରୀ

ମଧୁର ମାଛ ପାଇଁ ବାହାର ରାଜ୍ୟ ଭରସା: ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଉତ୍ପାଦନ ହେଉଛି ୧୧.୨୩ ଲକ୍ଷ ମେଟ୍ରିକ ଟନ ମାଛ । ଏନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । କହିଛନ୍ତି ବାହାର ରାଜ୍ୟରୁ ୩୩ ହଜାର ୪୨୪ ମେଟ୍ରିକ ଟନ ଆମଦାନୀ ହେଉଛି । ୨.୯୮ ଲକ୍ଷ ମେଟ୍ରିକ ଟନ ବାହାରକୁ ପଠାଉଛୁୁ । ମଧୁର ମାଛ ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ । ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking