19.1 C
Bhubaneswar
Tuesday, February 10, 2026
Homeଓଡିଶାଦୁ଼ଇ ଗାଁ ମାରପିଟ୍‌, ୧୬୩ ଧାରା ଜାରି

ଦୁ଼ଇ ଗାଁ ମାରପିଟ୍‌, ୧୬୩ ଧାରା ଜାରି

ଗଞ୍ଜାମ: ଦୁଇ ଗାଁ ମଧ୍ୟରେ ଉତ୍ତେଜନା, ମାରପିଟ୍ । ନୂଆ ମୁହାଁଣ ଖୋଳିବାକୁ ନେଇ ମାରପିଟ୍ । ଆଲୋଚନା ବେଳେ ମୁହାଁମୁହିଁ ହେଲେ ଦୁଇ ଗାଁର ଲୋକେ । ଗଣ୍ଡଗୋଳରେ ୫ରୁ ଅଧିକ ଆହତ । ପ୍ରଶାସନର ଉପସ୍ଥିତିରେ ଚାଲିଥିଲା ଆଲୋଚନା । ଚିକିଟି ବ୍ଲକ ରାମେୟାପାଟଣା ଓ କତୁରୁ ଗାଁ ଲୋକ ମୁହାଁମୁହିଁ । ପ୍ରଶାସନ ପକ୍ଷରୁ ବିଏନଏସ ୧୬୩ ଲାଗୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking