18.1 C
Bhubaneswar
Monday, February 9, 2026
Homeଓଡିଶାବିଜୁ ବାବୁଙ୍କୁ ଅସମ୍ମାନର ପ୍ରଶ୍ନ ନାହିଁ : ମନ୍ତ୍ରୀ

ବିଜୁ ବାବୁଙ୍କୁ ଅସମ୍ମାନର ପ୍ରଶ୍ନ ନାହିଁ : ମନ୍ତ୍ରୀ

ଭୁବନେଶ୍ୱର : ବିଜେଡିର ସମାଲଲୋଚନାକୁ କାଉଣ୍ଟର କଲେ ମନ୍ତ୍ରୀ ସୁରେଶ ପୂଜାରୀ । ବିଜୁ ବାବୁ ଓଡିଶାର ବରପୁତ୍ର , ଏଥିରେ ପକ୍ଷ ପ୍ରତିପକ୍ଷ କିଛି ନାହିଁ । ବିଜୁ ବାବୁ ବିଜେଡିର ସମ୍ପତ୍ତି ନଥିଲେ , ଜାତୀୟ ସମ୍ପତ୍ତି ଥିଲେ । ବିଜୁ ବାବୁ ଓଡିଶା ପାଇଁ ଗୌରବ ଆଣିଥିଲେ । ଅସମ୍ମାନର ପ୍ରଶ୍ନ ନାହିଁ । ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ଛୁଟି ରହିଥିଲା । ଘଣ୍ଟେ ଦୁଇ ଘଣ୍ଟା କାଯ୍ୟ ପାଇଁ କାହିଁକି ପୂରା କାଯ୍ୟ ଦିବସ ବାତିଲ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking