16.1 C
Bhubaneswar
Sunday, December 7, 2025
Homeଓଡିଶାପୁଣି ଏକ ହାତୀର ମୃତ୍ୟୁ

ପୁଣି ଏକ ହାତୀର ମୃତ୍ୟୁ

ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର  ଗାଁ ବିଲରେ ପଡିଛି ଦନ୍ତା ହାତୀର ମୃତଦେହ । ଅଁଳାବରେଣୀ ବନାଞ୍ଚଳ ଜାମୁଝରୀ ଗାଁରେ ଦନ୍ତାହାତୀର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୨୫ରୁ ୩୦ ମଧ୍ୟରେ ହେବ । ହାତୀ ହାତୀ ମଧ୍ୟରେ ଲଢେଇ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking