ସମ୍ବଲପୁର : ଏଡିଜେ କୋର୍ଟଙ୍କ ଐତିହାସିକ ରାୟ । ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । ଦୋଷୀ ପ୍ରେମଚାନ୍ଦ ତୀର୍କିକୁ ନେଇ ୪୦ ହଜାର ଜରିନାମା ଦେବାକୁ ପଡିବ । ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜକିଶୋର ଲେଙ୍କା ଶୁଣାଇଲେ ରାୟ । ୨୦୨୦ରେ ସ୍ତ୍ରୀକୁ ହତ୍ୟା ମାମଲାରେ ଆସିଲା ରାୟ । କୁଚିଣ୍ଡା ଥାନା ବାବେଜୋରି ଗାଁରେ ହତ୍ୟାକାଣ୍ଡ ହୋଇଥିଲା । କୁରାଢିରେ ହାଣି ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ।










