16.1 C
Bhubaneswar
Sunday, December 7, 2025
Homeଓଡିଶାନେପାଳ ବିଦେଶ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌

ନେପାଳ ବିଦେଶ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌

ଭୁବନେଶ୍ୱର: କିଟ୍ ରେ ନେପାଳ ଛାତ୍ରଙ୍କ ମୃତ୍ୟୁ ମାମଲା । ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଲେ ପ୍ରତିଶ୍ରୁତି । ଛାତ୍ରଛାତ୍ରୀଙ୍କ ଭରସା ଫେରାଇବାକୁ ପଦକ୍ଷେପ ପାଇଁ ପ୍ରତିଶ୍ରୁତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନେପାଳ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking