28.1 C
Bhubaneswar
Saturday, March 7, 2026
Homeଓଡିଶାବିଧାନସଭାରେ ଲଢେଇ ହେବ: ତାରା

ବିଧାନସଭାରେ ଲଢେଇ ହେବ: ତାରା

ଭୁବନେଶ୍ୱର: କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ବୟାନ । ପିସିସି ସଭାପତିଙ୍କ ଉପରେ ଯୁବ, ଛାତ୍ର ସମାଜର ଭରସା । ବିଧାନସଭା ଭିତରେ ଲଢେଇ ହେବ । ୨୫ ବର୍ଷ ହେବ କଂଗ୍ରେସ ଶାସନରେ ନାହିଁ । ଅର୍ଥ ନାହିଁ, ଲୋକଙ୍କ ପାଖକୁ ଯିବୁ ଅର୍ଥ ମାଗିବୁ । ସେହି ଅର୍ଥରେ ଆମେ ନିର୍ବାଚନ ଲଢିବୁ । ଲୋକେ ସାହାଯ୍ୟ କରିବେ, ଏହା ଲୋକଙ୍କ ସରକାର ହେବ । ଭକ୍ତ ଦାସ ଦକ୍ଷନେତା, ଖୁବଶୀଘ୍ର କମିଟି ଗଠନ ହେବ । ଦକ୍ଷ ନାତାଙ୍କୁ ହିଁ କମିଟିରେ ଦାୟିତ୍ୱ ଦିଆଯିବା । କିଏ କାହା ଲୋକ ଭକ୍ତ ଦାସ ବିଶ୍ୱାସ କରନ୍ତି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking